ସ୍ପନ୍ଦନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ବାତ୍ୟା ପୀଡ଼ିତ ଲୋକଙ୍କୁ ସହାୟତା ।
ଗଜପତି ୦9 / 10( ମନୋଜ ପାଢୀ) : ସୋମବାର ବାର ଦିନ ସ୍ପନ୍ଦନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବ୍ରହ୍ମପୁର ପକ୍ଷରୁ ଲିଲିଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମ ର ତଥା ରାମ ଗଡ଼, ଦେଙ୍ଗସଦଙ୍ଗି,ମରିଚିମା,ଗ୍ରାମ ରେ ଲଗାଣ ବର୍ଷା ହେତୁ ଭାଙ୍ଗି ଜାଇ ଥିବା ଘର ଲୋକ ଙ୍କୁ ଚାଉଲ, ଡାଲି ,ତେଲ ,ଅଟା, ଚିନି ,ବିସ୍କୁଟ , କମଳ, ସପ ଏହୀ ପରୀ ଘରଇ ବ୍ୟବହାର ହେଉ ଥିବା ସାମଗ୍ରୀସବୁ ବଣ୍ଟନ କରାଯାଇ ଅଛି ସ୍ୱନ୍ଦନା ଫାଉଣ୍ଡେସନ, ସେଛ୍ହା ସେବୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିଲା ,ଏହି କାର୍ଯ୍ୟକ୍ରମ ରେ ୫୦ ରୁ ଉର୍ଧ ଜଣ ମହିଳା, ପୁରୁଷ, ଛାତ୍ର, ଛାତ୍ରୀ ମାନକୁ ସାମଗ୍ରୀ ମାନ ବଣ୍ଟ ନ୍ କରା ଯାଇ ଅଛି। ଅନୁଷ୍ଠାନ ର୍ ଉପଦେଷ୍ଟା ଓ ସମାଜ ସେବି ଶ୍ରୀ ଭିକାରୀ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ,ସଭାପତି ଦିଲୀପ କୁମାର ମହା ପାତ୍ର ,ସମ୍ପାଦିକା ସସ୍ମିତା ସାହୁ ସଉରବ ରଥ ,ଗାୟତ୍ରି ପଣ୍ଡା,ପୁଷ୍ପାଞ୍ଜଳି ମହାପାତ୍ର ,ଓ ଅନ୍ୟ୍ ସାଥିବ୍ରୁନ୍ଦ କାର୍ଯ୍ୟକ୍ରମ କୁ ସୁପରି ଚାଲନା କରି ଥିବା ବେଳେ ସ୍ଥାନୀୟ ପଞ୍ଚାୟତ ର ଶରପଞ୍ଚ ଓ ନାୟକ ସରପଞ୍ଚ ,ଯୋଗ ଦେଇ ଅନୁଷ୍ଠାନର ସମସ୍ତ ସଭ୍ୟକୁ ଧନ୍ୟବାଦ ଦେବା ସହିତ ଅନୁଷ୍ଠାନର ସ୍ଥାନୀୟ କର୍ମୀ ଧନୁଜୟ ନାୟକ ,ଫିରୋଜ କୁମାର ନାୟକ ,ବର୍ଷା ରେ ଖେୟ କ୍ଷତି ହେଇଥିବ ପାରିବର ମନକୁ ସୂଚନା ଦେଇ କାର୍ଯ୍ୟକ୍ରମ ବିଷୟରେ ଅବଗତ କରେଇ ଥିଲେ ଓ କାଯ୍ୟକ୍ରମ ର ଆୟଜନ କରିଥିଲେ ,ଶେଷରେ ଗ୍ରାମବାସୀ ବୃନ୍ଦ ସ୍ପନ୍ଦନା ଫାଉଣ୍ଡେସନ ଟ୍ରଷ୍ଟ ର ସମସ୍ତ ସଭ୍ୟ ସଭ୍ୟା କୁଁ ଧନ୍ୟବାଦ ଅର୍ପଣ କରିଥିଲେ,ପରବର୍ତି ସମୟରେ ଅନୁଷ୍ଠାନ ର ସଭାପତି ଦିଲୀପ କୁମାର ମହାପାତ୍ର ଛାତ୍ର ଛାତ୍ରୀ ମାନକୁ ପଢା ସାମଗ୍ରୀ ଓ ମିଠେଇ ବଣ୍ଟନ କରିଥିଲେ ଏବଂ ପ୍ରତିସ୍ରୁତି ଦେଇଥିଲେ ଯେ ଆଗାମୀ ଦିନରେ ଲିଲି ଗଡ଼ ପଞ୍ଚାୟତ ର ଅବହେଳିତ ଅସାହାୟ ଛାତ୍ର ଛାତ୍ରୀ କୁଁ ପାଠ ପଢା ସାମଗ୍ରୀ
ପୁନଃବାର୍ ସହଯୋଗ କରିବା ନିମନ୍ତେ କହିଥିଲ ,କାର୍ଯ୍ୟକ୍ରମ ଶେଷରେ ସମାଜସେବି ଶ୍ରୀ ଭିକାରି ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟ କର୍ମ ସମାପ୍ତ କରିଥିଲେ ।

