ରାୟଗଡ଼ା ମଝିଘରିଆଣି ମନ୍ଦିର ବ୍ରିଜ ବୁଲାଣି ନିକଟରେ ଗୋଟିଏ କୋଇଲା ବୋଝେଇ ଟ୍ରକ ବ୍ରେକ ଫେଲ୍ ହୋଇ ପଥର କୁ ପିଟି ହୋଇଯାଇଅଛି ଟ୍ରକ୍ ଟି ଆନ୍ଧ୍ର ଦିଗରୁ ଆସୁଥିଲା ଛତିଶଗଡ଼ ର ଟ୍ରକ୍ ବୋଲି କହୁଛନ୍ତି ଉପସ୍ଥିତ ଟ୍ରକ୍ ଚାଳକ ମାନେ ବିଳମ୍ବିତ ରାତ୍ରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ଆହତ ଟ୍ରକ୍ ଚାଳକ ମେଡିକାଲ ରେ ଚିକତ୍ସିତ ହେଉଥିବା ସୁଚନା ମିଳିଛି ଖବର ପ୍ରସାରଣ ପର୍ଯ୍ୟନ୍ତ ଯାହା ହସ୍ତଗତ ହୋଇଛି ତାହା ଆପଣମାନଙ୍କ ନିକଟରେ ଅବଗତ ରଖିଛୁ ରାୟଗଡ଼ା
ରାୟଗଡ଼ା ମଝିଘରିଆଣି ମନ୍ଦିର ବ୍ରିଜ ବୁଲାଣି ନିକଟରେ ଗୋଟିଏ କୋଇଲା ବୋଝେଇ ଟ୍ରକ ବ୍ରେକ ଫେଲ୍ ହୋଇ ପଥର କୁ ପିଟି ହୋଇଯାଇଅଛି 