ରାୟଗଡା ନେହେରୁ ନଗର ଠାରେ କୋଣ୍ଡା ବାବୁ ଙ୍କ କାରକମଳ ରେ ଚାଇ ବୁଷ୍ଟର ର ଉଦଘାଟନରାୟଗଡା ନେହେରୁ ନଗର ଠାରେ କୋଣ୍ଡା ବାବୁ ଙ୍କ କାରକମଳ ରେ ଚାଇ ବୁଷ୍ଟର ର ଉଦଘାଟନ

ରାୟଗଡା ନେହେରୁ ନଗର ଠାରେ କୋଣ୍ଡା ବାବୁ ଙ୍କ କାରକମଳ ରେ ଚାଇ ବୁଷ୍ଟର ର ଉଦଘାଟନ

ରାୟଗଡା (ଅମୁଲ୍ୟ ନିଶଙ୍କ ) : ଶ୍ରୀ ସତ୍ୟ ସାଇ ବାବାଙ୍କ ଆଶୀର୍ବାଦରେ ଆଜି ରାୟଗଡ଼ା ନେହରୁ ନଗର ୩ର୍ଡ ଲେନ, ଅରୁଣ ଆଇସକ୍ରିମ୍ ଦୋକାନ ପାଖରେ “ଚାଇ ବୁଷ୍ଟର ” ନାମରେ ଏକ ନୂତନ ଚାଇ ଦୋକାନର ଭବ୍ୟ ଶୁଭ ଉଦଘାଟନ ହୋଇଛି।ଆଜି ସକାଳ ଦିନ ୧୦ଘଂଟିକା ସମୟରେ ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାୟଗଡ଼ା ଟ୍ରକ୍ ମାଲିକ ସଂଘର ଅଧ୍ୟକ୍ଷ ଯଲ୍ଲା କୋଣ୍ଡା ବାବୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ “ଚାଇ ବଷ୍ଟର” କୁ ଉଦଘାଟନ କରିଥିଲେ । ରାୟଗଡା ବ୍ଲକ କୋତାପେଟା ଗ୍ରାମର ଦୁଇ ଯୁବକ – ଏମ୍ ସାଇ ଚରଣ ଓ ସି ଏଚ. ଅନିଲ୍ ଙ୍କ ମିଳିତ ଉଦ୍ୟମରେ ଏହି ଚାୟ ଦୋକାନକୁ ନିର୍ମାଣ କରିଛନ୍ତି। ଭଗବାନ୍ ଏହି ଦୁଇ ବନ୍ଧୁଙ୍କ ଏହି କାମ କୁ ଜନସାଧାରଣ ସ୍ୱାଗତ କରିଛନ୍ତି ।

ଏହି ଦୋକାନରେ ବିଭିନ୍ନ ପ୍ରକାର ର ଚା, କଫି, ଚାଇ ବଷ୍ଟର ସ୍ପେସିଆଲ୍ କଫି, ଶେକ୍ସ, ସ୍ନାକ୍ସ, କ୍ଷୀର, ଲସ୍ସି, ମକଟେଲ୍ ସହିତ ଆଇସକ୍ରିମ୍ ଉପଲବ୍ଧ ହେବା ସହିତ ଉଚିତ ମୂଲ୍ୟ ରେ ଗ୍ରାହକ ଙ୍କୁ ଯୋଗାଇଦିଆଯିବ ବୋଲି ଚାଇ ଦୋକାନ ମାଲିକ ପ୍ରକାଶ କରିଛନ୍ତି । ଏହି ଚାଇ ବୁଷ୍ଟର ଦୋକାନ ଟି ଭିଣ୍ଟେଜ ଔରା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼, ହାଇଦ୍ରାବାଦ (ତେଲେଙ୍ଗାନା ) ର ଫ୍ରାଞ୍ଚାଇଜ୍ ଭାବେ ଚାଲିବ। ଉଦଘାଟନୀ କାର୍ଯ୍ୟକ୍ରମରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଡି. ପୃଥ୍ୱୀ, ବରିଷ୍ଠ ସମାଜସେବୀ ହସମୁଖ ହସୁଭାଇ , କେ.ସି. ପଟ୍ନାୟକ, ରଜିଥା ମ୍ୟାଡମ୍, ଯୁବନେତା କୋଣ୍ଡାବତୁଲା ଶ୍ରୀନିବାସ ସହିତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ହୋଇ ଚାଇ ବଷ୍ଟର ର ଭବ୍ୟ ଉଦଘାଟନ କୁ ସଫଳ କରିଥିଲେ। ଉଦଘାଟନ ପରେ ବହୁ ସଂଖ୍ୟା ରେ ଗ୍ରାହକ ଙ୍କ ଚାଇ ବୁଷ୍ଟର ଦୋକାନ ରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

By admin

Leave a Reply

Your email address will not be published. Required fields are marked *