ନିଖୋଜ ବାଳକର ଶବ ଉଦ୍ଧାର।ନିଖୋଜ ବାଳକର ଶବ ଉଦ୍ଧାର।

ନିଖୋଜ ବାଳକର ଶବ ଉଦ୍ଧାର।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)
ବେଲଗୁଣ୍ଠା ଥାନା ଅର୍ନ୍ତଗତ ଖଣ୍ଡରାବଳି ଗ୍ରାମର ବାବୁ ବିଷୋୟୀ ଙ୍କ ନାବାଳକ ପୁତ୍ର ଗତ ୩ ଦିନ ଧରି ନିଖୋଜ ଥିବା ମା ଗାଙ୍ଗପୁର ଥାନା ରେ ଅଭିଯୋଗ କରିଥିଲେ। ଗତକାଲି ସନ୍ଧ୍ୟାରେ ରାମନାପଲୀ ଆଶ୍ରମ ନିକଟରେ ଏକ ଶବ ପଡ଼ିଥିବା ଗାଇ ଚରାଳି ମାନେ ଦେଖି ଗାଁ ଲୋକଙ୍କୁ ଜଣାଇବା ପରେ ମୃତ ବାଳକର ମା ଶବ ଚିହ୍ନଟ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ନଂ ୫୫୪/୨୫ ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

By admin

Leave a Reply

Your email address will not be published. Required fields are marked *