ଓଲଟିଲା ଟ୍ରାକ୍ଟର, 13 ଆହତ, 2 ଗୁରୁତର ।ଓଲଟିଲା ଟ୍ରାକ୍ଟର, 13 ଆହତ, 2 ଗୁରୁତର ।

ଓଲଟିଲା ଟ୍ରାକ୍ଟର, 13 ଆହତ, 2 ଗୁରୁତର ।

ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ଅଡବା ଥାନା ଢେପାଗୁଡା ଘାଟିରେ ଓଲଟିଲା ଟ୍ରାକ୍ଟର l ଫଳରେ ଏଥିରେ ଥିବା 13 ଜଣ ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି l ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବ୍ରାହ୍ମଣୀଗାଁ ମେଡିକାଲ ରେ ଭର୍ତ୍ତି କରାଯାଇଛି l ଆଜି ଗରଡ଼ମା ପଞ୍ଚାୟତ କାର୍ଯ୍ୟାଳୟରେ ରାସନ ଚାଉଳ ବଣ୍ଟନ ହେଉଥିଲା l ଗମ୍ଭାରୀଗାଁ ର ଲୋକେ ରାସନ ଚାଉଳ ସଂଗ୍ରହ କରି ଏକ ଟ୍ରାକ୍ଟର ରେ ଗାଁ କୁ ଫେରୁଥିଲେ l ଏହି ସମୟରେ ଢେପାଗୁଡା ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଛି l

By admin

Leave a Reply

Your email address will not be published. Required fields are marked *