ବରଗଡ, ୨୯,୯ – ଓଡିଶା ପ୍ରଦେଶ କିସାନ କଂଗ୍ରେସ କମିଟି ୨୦୨୫ ଏସସି ସେଲ ର ମହିଳା ଚାଷୀ ଶାଖା ସଂଯୋଜକ ମନୋନୀତ ହୋଇଥିବାରୁ ଅତାବିରା ନିର୍ବାଚନ ମଣ୍ଡଳୀ ର ଅତାବିରା ବ୍ଲକ ଓ ଭେଡେନ ବ୍ଲକ ଅନିତା ବାଘ୍ କୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ମାନେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନଂଦନ ଜଣାଇଛନ୍ତି।
ଏସସି ସେଲ ର ମହିଳା ଚାଷୀ ଶାଖା ସଂଯୋଜକ ମନୋନୀତ ଅନିତା ବାଘ୍. 