କରୁର ଦଳଚକଟା, ପ୍ରଧାନମନ୍ତ୍ରୀ ସହାୟତା, Narendra Modi Relief Fund, ୨ଲକ୍ଷ ସହାୟତା, ୫୦ହଜାର ଆହତଙ୍କୁ, Tamil Nadu Stampedeକରୁର ଦଳଚକଟା, ପ୍ରଧାନମନ୍ତ୍ରୀ ସହାୟତା, Narendra Modi Relief Fund, ୨ଲକ୍ଷ ସହାୟତା, ୫୦ହଜାର ଆହତଙ୍କୁ, Tamil Nadu Stampede

କରୁର: କରୁରରେ ଘଟିଥିବା ଦଳଚକଟାରେ ମୃତ୍ୟୁବରଣ କରିଥିବା ୩୯ଜଣଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କା ସହାୟତା ଦିଆଯିବ।
ରବିବାର ଏକ୍ସ (X) ପୋଷ୍ଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ଏହା ସହିତ, ଏହି ଦୁଃଖଦ ଘଟଣାରେ ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ସହାୟତା ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

By admin

Leave a Reply

Your email address will not be published. Required fields are marked *