ଭାରତ ବିରୁଦ୍ଧେ ବାଂଲାଦେଶ, ଏସିଆ କପ୍ ୨୦୨୫, ସୁପର-୪ ମ୍ୟାଚ୍‌, ଭାରତ ଫାଇନାଲ, ଦୁବାଇ କ୍ରିକେଟ୍ ଷ୍ଟାଡିୟମ, ଭାରତ ବିଜୟଭାରତ ବିରୁଦ୍ଧେ ବାଂଲାଦେଶ, ଏସିଆ କପ୍ ୨୦୨୫, ସୁପର-୪ ମ୍ୟାଚ୍‌, ଭାରତ ଫାଇନାଲ, ଦୁବାଇ କ୍ରିକେଟ୍ ଷ୍ଟାଡିୟମ, ଭାରତ ବିଜୟ

ଭାରତ ୪୧ ରନ୍‌ରେ ବାଂଲାଦେଶକୁ ହରାଇ ଏସିଆ କପ୍ ୨୦୨୫ ଫାଇନାଲରେ ପ୍ରବେଶ।ଦୁବାଇରେ ଅନୁଷ୍ଠିତ ଏସିଆ କପ୍-୨୦୨୫ ସୁପର-୪ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୪୧ ରନ୍‌ରେ ପରାଜିତ କରିଥିବାରୁ ଫାଇନାଲରେ ପହଞ୍ଚିଛି। ବାଂଲାଦେଶ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ୧୯.୩ ଓଭରରେ ୧୨୭ ରନ୍‌ରେ ସମାପ୍ତ ହୋଇଥିଲା।

By admin

Leave a Reply

Your email address will not be published. Required fields are marked *