“ବାଲିକୁଦାରେ ବଜ୍ରପାତରେ ୪ ବଖରା ଘର ଜଳି ଧ୍ୱସ୍ତ”“ବାଲିକୁଦାରେ ବଜ୍ରପାତରେ ୪ ବଖରା ଘର ଜଳି ଧ୍ୱସ୍ତ”

ଜଗତସିଂହପୁର ଜିଲ୍ଲାର ବାଲିକୁଦା ତହସିଲ ଅଧୀନ ତଣ୍ଡିକୁଳ ପଞ୍ଚାୟତର ତଣ୍ଡିକୁଳ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ସୁଲୋଚନା ସାହୁଙ୍କ ୪ ବଖରା ଘର ବଜ୍ରପାତରେ ଜଳି ପାଉଁଶ ହୋଇଯାଇଛି।

By admin

Leave a Reply

Your email address will not be published. Required fields are marked *