“ଏସିଆ କପ୍ 2025: ଭାରତ 6 ୱିକେଟ୍‌ରେ ପାକିସ୍ତାନକୁ ହରାଇଲା”“ଏସିଆ କପ୍ 2025: ଭାରତ 6 ୱିକେଟ୍‌ରେ ପାକିସ୍ତାନକୁ ହରାଇଲା”

ଦୁବାଇ :(ରିପୋର୍ଟ: ଚନ୍ଦନ ପ୍ରସାଦ) ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇ ଦେଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୭୪ ରନ, ଶୁବମନ ଗିଲ ୪୭ ରନ ଓ ତିଳକ ବର୍ମା ଅପରାଜିତ ୩୦ ରନ କରିଥିଲେ ।

By admin

Leave a Reply

Your email address will not be published. Required fields are marked *