ଜଗତସିଂହପୁର ଜିଲ୍ଲାର ବାଲିକୁଦା ତହସିଲ ଅଧୀନ ତଣ୍ଡିକୁଳ ପଞ୍ଚାୟତର ତଣ୍ଡିକୁଳ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ସୁଲୋଚନା ସାହୁଙ୍କ ୪ ବଖରା ଘର ବଜ୍ରପାତରେ ଜଳି ପାଉଁଶ ହୋଇଯାଇଛି।
“ବାଲିକୁଦାରେ ବଜ୍ରପାତରେ ୪ ବଖରା ଘର ଜଳି ଧ୍ୱସ୍ତ” Vasundhara Information and Media Group
“ବାଲିକୁଦାରେ ବଜ୍ରପାତରେ ୪ ବଖରା ଘର ଜଳି ଧ୍ୱସ୍ତ” ଜଗତସିଂହପୁର ଜିଲ୍ଲାର ବାଲିକୁଦା ତହସିଲ ଅଧୀନ ତଣ୍ଡିକୁଳ ପଞ୍ଚାୟତର ତଣ୍ଡିକୁଳ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ସୁଲୋଚନା ସାହୁଙ୍କ ୪ ବଖରା ଘର ବଜ୍ରପାତରେ ଜଳି ପାଉଁଶ ହୋଇଯାଇଛି।