ସୁନାବେଡାରେ CCBF- ଜାନିଗୁଡା ସଡକରେ ବାଲି ବୋଝେଇ ଟ୍ରକ୍‌ ଓଲଟିଲା; ଚାଳକ ଗୁରୁତରସୁନାବେଡାରେ CCBF- ଜାନିଗୁଡା ସଡକରେ ବାଲି ବୋଝେଇ ଟ୍ରକ୍‌ ଓଲଟିଲା; ଚାଳକ ଗୁରୁତର

ସୁନାବେଡାରେ CCBF-ଜାନି ଗୁଡା ସଡକରେ ବାଲି ବୋଝେଇ ଟ୍ରକ୍‌ ଓଲଟିଲା; ଚାଳକ ଗୁରୁତର

ସୁନାବେଡା/କୋରାପୁଟ | ୧୯ ସେପ୍ଟେମ୍ବର:ସୁନାବେଡା ନିକଟରେ CCBF–ଜାନିଗୁଡା ସଡକରେ ବାଲି ବୋଝେଇ ଯାଇଥିବାବେଳେ ହଟାତ୍‌ ଓଲଟିଯାଇଥିଲା। ପ୍ରତ୍ୟକ୍ଷ ଦର୍ଷିଆଙ୍କ କହିବା ଅନୁସାରେ, ଟ୍ରକ୍ ଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଯାଇଥିଲା। ତଥାପି, ଏହି ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ ତୁରନ୍ତ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ‌କୁ ଭର୍ତ୍ତି କରାଯାଇଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ସନ୍ଧାନ କରୁଛି।

By admin

Leave a Reply

Your email address will not be published. Required fields are marked *