ଗଞ୍ଜେଇ ବେପାରୀଙ୍କ ପେଣ୍ଠସ୍ଥଳ ପାଲଟିଛି ମୟୂରଭଞ୍ଜ।ଗଞ୍ଜେଇ ବେପାରୀଙ୍କ ପେଣ୍ଠସ୍ଥଳ ପାଲଟିଛି ମୟୂରଭଞ୍ଜ।

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ପୁଲିସ ଦ୍ୱାରା ପେଟ୍ରୋଲିଂ ବେଳେ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇ ଥିବା ବେଳେ ଛଅ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିନେ଼ଇ ବାଙ୍ଗିରିପୋଷି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି।

By admin

Leave a Reply

Your email address will not be published. Required fields are marked *