ଭୁଶୁଡ଼ି_ପଡ଼ିଲା_ଦୁଇ_ମହଲା_କୋଠାକୋରାପୁଟରେ ବଡ଼ ଦୁର୍ଘଟଣା। ବସସ୍ଟାଣ୍ଡ ନିକଟରେ ପୁରୁଣା ବଜାର କମ୍ପ୍ଲେକ୍ସର ଦୁଇମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଲା। ଏଥିରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି, କିନ୍ତୁ ଅନେକେ ସଙ୍କଟରୁ ବାଚିଗଲେ। ପ୍ରଶ୍ନ ଉଠୁଛି — ଏହି ଦୁର୍ବଳ କୋଠା ନିର୍ମାର୍ଜନ ପାଇଁ ପୁନପୁନ ଅଭିଯୋଗ ହେଉଥିଲେମଧ୍ୟ ପ୍ରଶାସନ କାହିଁକି ପଦକ୍ଷେପ ନେଲାନି?
ଭୁଶୁଡ଼ି_ପଡ଼ିଲା_ଦୁଇ_ମହଲା_କୋଠାକୋରାପୁଟରେ ବଡ଼ ଦୁର୍ଘଟଣା। 