ଜଗତସିଂହପୁର, ବ୍ରାଉନସୁଗାର, Odisha Crime News, Jagatsinghpur Police, Odisha Drugs Seizureଜଗତସିଂହପୁର, ବ୍ରାଉନସୁଗାର, Odisha Crime News, Jagatsinghpur Police, Odisha Drugs Seizure

ଜଗତସିଂହପୁର: ପୁଲିସ ବ୍ରାଉନସୁଗାର ବେପାରରେ ଜଡିତ ବାପ-ପୁଅ ଯୁଗଳଙ୍କୁ ଗିରଫ କରିଛି।ଧରା ପଡ଼ିଥିବା ବ୍ୟକ୍ତିମାନେ — ଜଗତସିଂହପୁର ଥାନା ଇଟାପଡ଼ାର ନିରଞ୍ଜନ ମହାନ୍ତି (୫୮) ଓ ତାଙ୍କ ପୁଅ ପବିତ୍ର ମହାନ୍ତି ଓରଫ୍ ପପୁ (୨୮) ।ପୁଲିସ ସେମାନଙ୍କ ଠାରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ସହ ଏହାର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି କୁହିଛି।

By admin

Leave a Reply

Your email address will not be published. Required fields are marked *