https://theinformationmedia.in/2025/09/07/ମୋହନlରେ-ପିସିସିଏଫ-ଚାରା-ବଣ୍/https://theinformationmedia.in/2025/09/07/ମୋହନlରେ-ପିସିସିଏଫ-ଚାରା-ବଣ୍/

ମୋହନlରେ ପିସିସିଏଫ, ଚାରା ବଣ୍ଟନ ରଥ ଉଦଘାଟିତ ।ଆର,ଉଦୟଗିରି(ମନୋଜ ପାଢୀ)-: ପିସିସିଏଫ ସୁରେଶ ପନ୍ତ ଗଜପତି ଜିଲ୍ଲା ମୋହନା ଗସ୍ତରେ ଆସି ଚାରା ବିତରଣ ରଥ ଉଦଘାଟନ କରିଛନ୍ତି l ମୋହନା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ରଥ କୁ ଉଦଘାଟନ କରିବା ପରିବେଶ ରକ୍ଷା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରିବାକୁ ପରାମର୍ଶ ଦେଇଥିଲେ l ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ 7 କୋଟି 50 ଲକ୍ଷ ଚାରା ରୋପଣ କରିବାର ଲକ୍ଷ ରଖା ଯାଇଥିବା ପିସିସିଏଫ କହିଛନ୍ତି l ଏଥିପାଇଁ ସମସ୍ତ ବିଭାଗ ଚାରା ବଣ୍ଟନ କରାଯାଇଛି l ସମସ୍ତ ବିଭାଗ ନିଜ ନିଜ ସ୍ଥାନରେ ଚାରା ରୋପଣ କରିବା ସହ ତାହାର ରକ୍ଷଣା ବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି l ତାଙ୍କର ଏହି ଗସ୍ତ ସମୟରେ ଗଜପତି ଡ଼ିଏଫଓ କେ ନାଗରାଜୂ ଓ ବନ ବିଭାଗ ର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ ଓ ମହିଳା ସଂଘ ଉପସ୍ଥିତ ଥିଲେ lବାଇଟ – ସୁରେଶ ପନ୍ତ, ପିସିସିଏଫ ।

By admin

Leave a Reply

Your email address will not be published. Required fields are marked *