ମିଟ୍ସ ଯାନ୍ତ୍ରିକ କଲେଜ ପରିସରରେ ଅନୁଷ୍ଠିତ ବନବାସୀ ୟୁବ ପ୍ରଶିକ୍ଷଣ ଶିବିର ଉଦଯାପିତମିଟ୍ସ ଯାନ୍ତ୍ରିକ କଲେଜ ପରିସରରେ ଅନୁଷ୍ଠିତ ବନବାସୀ ୟୁବ ପ୍ରଶିକ୍ଷଣ ଶିବିର ଉଦଯାପିତ

ମିଟ୍ସ ଯାନ୍ତ୍ରିକ କଲେଜ ପରିସରରେ ଅନୁଷ୍ଠିତ ବନବାସୀ ୟୁବ ପ୍ରଶିକ୍ଷଣ ଶିବିର ଉଦଯାପିତ
ରାୟଗ( ଅମୁଲ୍ୟ ନିଶଙ୍କ )ରାୟଗତ ଜିଲ୍ଲା କଲନରା ବ୍ଲକ ଅନ୍ତର୍ଗତ ମିଗ୍ଧ ପରି ପରିସରରେ ବନବାସୀ କଲ୍ୟାଣ ଆଶ୍ରମ,ଓଡିଶା ଓ ମିଟସ ଇଞ୍ଜିନିଅରିଂ କଲେଜ, ରାୟଗତ ଙ୍କ ମିଟିତ ଉଦ୍ୟମ ରେ କେ.ବି.କେ . ଜିଲ୍ଲା ଜନଜାତି ତି ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ମିଟସ ଯାନ୍ତ୍ରିକ କଲେଜ ପରିସରରେ ୨ଦିନିଆ ଯୁବା ପ୍ରଶିକ୍ଷଣ ଶିବିରଗତ ୬ ତାରିଖ ରେ ଉଦଘାଟନ ହୋଇ ଆଜି ୭ ତାରିଖ ରେ ଉଦଯାପନୀ ଯାଇଛିଛ l କାର୍ଯ୍ୟକ୍ରମ ରେ ଉଦଘାଟନୀ କାର୍ଯକ୍ରମ ରେ ମିଟ୍ସ ଗାୟତ୍ରୀ ମନ୍ଦିର ପୀଠରେ ଗାୟତ୍ରୀ ମନ୍ତ୍ରରେ ପୂଜା ପାଠ କରି କାର୍ଯ୍ୟକ୍ରମ ରେ ଶୁଭାରମ୍ବ ହୋଇଥିଲା । ବନବାସୀ କଲ୍ୟାଣ ଆଶ୍ରମ ଓ ମିଟ୍ସ ପକ୍ଷରୁ ରୁ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ମିଟସ ଛାତ୍ରଛାତ୍ରୀଙ୍କ ରବୀନ୍ଦ୍ର ମଟମ ମିଟସ ଢେମାସ ଗ୍ରୁପ ତରଫରୁ ପାରମ୍ପରିକ ବନବାସୀ ନୃତ୍ୟ ପରିବେଷଣ ସହକାରେ ଅତିଥିମାନଙ୍କୁ ସ୍ୱାଗତ କରି ୟୁବ ପ୍ରଶିକ୍ଷଣ ଶିବିର ସ୍ଥଳକୁ ପାଛୋଟି ନିଆଯାଇଥିଲା । ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ମିଟସ ଇଞ୍ଜିନିଅରିଂ” କଲେଜ ପ୍ରତିଷ୍ଠାତା ତଥା ଅଧକ୍ଷ ଶ୍ରୀ ବାଳକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ ସ୍ୱୟଂ ସଙ୍ଘର ରାଜ୍ୟ କ୍ରାନ୍ତ ପ୍ରଚାରକ ଶ୍ରୀ ଶଙ୍କର ପଣ୍ଡା, ସମ୍ମାନିତ ଅତିଥ୍ ବନବାସୀ କଲ୍ୟାଣ ଆଶ୍ରମ ପୂର୍ବ କ୍ଷେତ୍ର ସହ ସଂଗଠନ ମନ୍ତ୍ରୀ ବିଶ୍ଵମିତ୍ର ମହନ୍ତ,ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ସଂଗଠନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଭାଟି, ଅଖିଳ ଭାରତୀୟ ସଦସ୍ୟା ମୀନା ମୁର୍ମୁ, କୋଟପାଡୁ ବିଧାୟକ ଶ୍ରୀ ଭୃଗୁ ଭଦ୍ରା, ବନବାସୀ କଲ୍ୟାଣ ଆଶ୍ରମ ସହ ପ୍ରାନ୍ତ ସଂଯୋଜକ ଯୁବା ଆୟମ୍ଭ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିଲେଛ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଭାରତ ମାତା, ମାଟିପାଇଁ ଜୀବନ ଦେଇଥିବା ଜନଜାତିର ଜନକ ଓ ବନବାସୀ କଲ୍ୟାଣ ଆଶ୍ରମ ପ୍ରତିଷ୍ଠାତାଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟାର୍ପଣ ସହ ଧୂପଦୀପ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ସହକାରେ କାର୍ଯ୍ୟକ୍ରମର ଶୁଭଉଦଘାଟନ କରିଥିଲେଛ କାର୍ଯ୍ୟକ୍ରମ ଅବସର ରେ ଏମାଟି ର ବୀରପୁତ୍ର ସହୀଦ ବିସା ମୁଣ୍ଡା, ସହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଚାରଣ କରିବା ସହ ବନବାସୀ କଲ୍ୟାଣ ଆଶ୍ରମ ପ୍ରତିଷ୍ଠା ଠାରୁ ବର୍ତ୍ତମାନର ପରିଚIଳନ।, ଜନଜାତି ମାନଙ୍କ ହକ ଓ ଅଧିକାର ସମ୍ପର୍କରେ ନିଜ ନିଜର ମତ ପୋଷଣ କରିଥିଲେ । ଅନୁଷ୍ଠାନ ତରଫରୁ ମଞ୍ଚାସିନ ଅତିଥ୍‌ ମାନଙ୍କୁ ଉପଢୌକନ ସହ ପ୍ରୀତି ମୋହର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବନବାସୀ ଯୁବା ପ୍ରଶିକ୍ଷଣ ଶିବିରରେ ୮ ଗୋଟି ଜିଲ୍ଲାରୁ ପ୍ରାୟ ୨୦୦ ରୁ ଉଦ୍ଧ ବନବାସୀ ଭାଇ ଓ ଭଉଣୀ ମାନେ ଯୋଗଦେ ଇଥିବ। ସୂଚନ। ମିଳିଛି । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥୁ ମାନଙ୍କ ମଧ୍ୟରେ ଶ୍ରୀମିନାଝୋଲା ଜନକଲ୍ୟାଣ ଆଶ୍ରମ ପ୍ରତିଷ୍ଠାତ ବାବା ଜନକ ନନ୍ଦ ଗିରୀ, ରାଜୀବ ଗୌଡ଼, ମନ ର ମ ମିଶ୍ର, ରତିକାନ୍ତ ସାହୁ, ପଦ୍ମଲୋଚନ ମହାଙ୍କୁଡ, କାର୍ଯ୍ୟକ୍ରମକୁ ମିଟସ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଆୟୋଜିତ ହୋଇଥିବା ବେଳେ ଲକ୍ଷ୍ମୀକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ରେ ୟୁବ ପ୍ରଶିକ୍ଷଣ କରି ଙ୍କୁ ଭିନ୍ନ ଭିନ୍ନ ବର୍ଗ ରେ ଶିକ୍ଷା ଦିଆଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲା କୋଟପାଡ଼ ବିଧାୟକ ମାନ୍ୟବର ରୁପୁ ଭତ୍ରା ଙ୍କ ସହିତ ରାୟଗଡା ଜିଲ୍ଲା ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, କୋଳନରା ର ୟୁବ ବିଜେପି ନେତା କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ରାୟଗଡା ବିଧାୟକ ପାର୍ଥୀ ବସନ୍ତ ଉଲାକା ଜିଲ୍ଲା ଉପସଭାପତି ଟୁଟୁ ଦାସ ଯୁବ ମୋର୍ଚ୍ଚା ସଭାପତି ଉମେଶ ଖୋସଲା ଯୋଗ ଦେଇଥିଲେ l ଅତିଥି ମାନେ ମିଟ୍ସ କ୍ୟାମ୍ପସ ଭିତରେ ଅବସ୍ଥିତ ମନ୍ଦିର ରେ ପୂଜର୍ଚ୍ଚନା କରି ବିଶ୍ୱ ର ମଙ୍ଗଳ କାମନା କରିଥିଲେ l ଏହି ଦୁଇ ଦିନିଆ ଶିବିର ରର ଯେଉଁ ଅତିଥି ମାନେ ଆସିଥିଲେ ସେମାନ ଙ୍କ ରହିବା ସହିତ ଖାଦ୍ୟପେୟ ର ବ୍ୟବସ୍ତା ମିଟ୍ସ ଗ୍ରୁପ ପକ୍ଷରୁ କରାଯାଇଥିଲା l ଶାନ୍ତି ଶୃଙ୍ଖଳା ର ସହିତ ଏହି କାର୍ଯ୍ୟକ୍ରମ ବାଳ କୃଷ୍ଣ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି

By admin

Leave a Reply

Your email address will not be published. Required fields are marked *