ରାଉରକେଲା:ଆଜି ସକାଳେ ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ସିପିଆଇ (ମାଓବାଦୀ) ନକ୍ସଲମାନଙ୍କ ମଧ୍ୟରେ ଭୟାବହ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା ଓରଫ ଆପ୍ତନ ନିହତ ହୋଇଛି।
ନକ୍ସଲ, ସରଣ୍ଡା, ପଶ୍ଚିମ ସିଂହଭୂମି, ସୁରକ୍ଷାବାହିନୀ 