ଗ୍ରାମାଞ୍ଚଳକୁ ଗଲେ.. ସମସ୍ୟା ବୁଝିଲେ .....ସମାଜ ସେବୀ ଆହ୍ୱାନ ନାୟକଗ୍ରାମାଞ୍ଚଳକୁ ଗଲେ.. ସମସ୍ୟା ବୁଝିଲେ .....ସମାଜ ସେବୀ ଆହ୍ୱାନ ନାୟକ

ଗ୍ରାମାଞ୍ଚଳକୁ ଗଲେ.. ସମସ୍ୟା ବୁଝିଲେ …..ସମାଜ ସେବୀ ଆହ୍ୱାନ ନାୟକ

ଆର,ଉଦୟଗିରି(ମନୋଜ କୁମାର ପାଢୀ) ଭାରତ ସ୍ୱାଧୀନତା ର ଅନେକ ବର୍ଷ ପରେ ସୁଦ୍ଧା ଆଜି ଅନେକ ଅଞ୍ଚଳ ରେ ସରକାରୀ ସହାୟତା ଆଜି ବି କିଛି ଅଞ୍ଚଳ ରେ ଅପହଞ୍ଚ l ଏହାର ଜୀବନ୍ତ ଉଦାହରଣ ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିକୁଳିଡିଅ,ରସାଣିଗଣ୍ଡା,ମୁଣ୍ଡେଇପଦା ରେ ଦେଖିବାକୁ ମିଳିଛି l ପଚାଶ ବର୍ଷ ରୁ ଅଧିକ ବର୍ଷ ପୂର୍ବେ ଏହି ତିନୋଟି ଗ୍ରାମାଞ୍ଚଳରେ ପ୍ରାୟ ଦୁଇ ହଜାର ଲୋକେ ବସବାସ କରୁଥିଲେ ସୁଦ୍ଧା ଆଜି ବି ପକ୍କା ରାସ୍ତା ଯାଇପାରି ନାହିଁ ଲୋକେ ନଦୀ, ନାଳ ଦେଇ ଯିବାକୁ ପଡୁଛି l ଆମ୍ବୁଲାନ୍ସ ତ ଦୂରର କଥା ସେଠାକୁ କୌଣସି ସରକାରୀ ସହାୟତା ପହଂଚି ପାରୁନଥିବା ଅଭିଯୋଗ କରନ୍ତି ଅଞ୍ଚଳ ବlସି l ନଦୀ ପାର ହେଉଥିବା ସମୟରେ ଜଣେ ମହିଳା ର ମୃତ୍ୟୁ ପରେ ରସାଣିଗଣ୍ଡା ଗ୍ରାମରେ ଭୟର ମହୋଲ ସୃଷ୍ଟି ହୋଇଥିବା ବେଳେ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ଗ୍ରାମଞ୍ଚଳର ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ଯୁବ ନେତା ତଥା ସମାଜ ସେବୀ ଆହ୍ୱାନ ନାୟକ ତାସହିତ ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ l

ଦେଖିବାକୁ ବାକି ରହିଲା କେବେ ଏହି ଅଞ୍ଚଳକୁ ପ୍ରଶାସନ ର ଆଖି ପଡିବ?

By admin

Leave a Reply

Your email address will not be published. Required fields are marked *