ସେମିକନ୍ ଇଣ୍ଡିଆ-୨୦୨୫: ଓଡ଼ିଶାର ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ପ୍ରଦର୍ଶନସେମିକନ୍ ଇଣ୍ଡିଆ-୨୦୨୫: ଓଡ଼ିଶାର ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ପ୍ରଦର୍ଶନ

ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୫ରେ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାରେ ନିର୍ମିତ ତିନୋଟି ଚିପ ପ୍ରଦାନ

ନୂଆଦିଲ୍ଲୀ:୩ ସେପ୍ଟେମ୍ବର ୨୦୨୫-ସ୍ୱଦେଶୀ ଜ୍ଞାନକୌଶଳରେ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତିରେ ଓଡ଼ିଶା ଐତିହାସିକ ସଫଳତା ହାସଲ କରିଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ-୨୦୨୫’ର ଉଦ୍‌ଘାଟନୀ ସମାରୋହରେ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାରେ ନିର୍ମିତ ତିନୋଟି ସେମିକଣ୍ଡକ୍ଟର ଚିପ୍ ପ୍ରଦାନ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *