୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ

ଚନ୍ଦ୍ରଗ୍ରହଣ: ଦିନ ୧୨ଟା ୫୭ରୁ ପାକ ତ୍ୟାଗ

ପୁରୀ: ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ନେଇ ନୀତି ନିର୍ଘଣ୍ଟ-ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଘଣ୍ଟ-ରବିବାର ଦିନ ୧୨ଟା ୫୭ରୁ ପାକ ତ୍ୟାଗ, ଦେବ ନୀତି ନିଷେଧ-ଗ୍ରହଣ ସ୍ପର୍ଶ ରାତି ୯ଟା ୫୭, ସର୍ବମୋକ୍ଷ ରାତି ୧ଟା ୨୭-ସର୍ବମୋକ୍ଷ ପରେ ରାତି ୨ଟାରେ ଦ୍ବାରଫିଟା ନୀତି

By admin

Leave a Reply

Your email address will not be published. Required fields are marked *