ବୃଦ୍ଧ ମତ୍ସ୍ୟଜୀବୀ ଙ୍କର ନଦୀରେ ବୁଡି ମୃତ୍ୟୁ।ବୃଦ୍ଧ ମତ୍ସ୍ୟଜୀବୀ ଙ୍କର ନଦୀରେ ବୁଡି ମୃତ୍ୟୁ।

ବୃଦ୍ଧ ମତ୍ସ୍ୟଜୀବୀ ଙ୍କର ନଦୀରେ ବୁଡି ମୃତ୍ୟୁ।

ହିଞ୍ଜିଳି ଥାନା ଅନ୍ତର୍ଗତ କାଞିଆମ୍ମା ଗାଁ ରେ ପ୍ରବାହିତ ରୁଷିକୁଲ୍ୟା ନଦୀରେ ବୁଡି ଲିଙ୍ଗରାଜ ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ଲିଙ୍ଗରାଜ ର ଘର ସେହି କାଞିଆମ୍ମା ଗ୍ରାମରେ ଓ ସେ ସବୁ ଦିନ ଭଳି ନଦୀକୁ ମାଛ ଧରିବାକୁ ଯାଇ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ ଓ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିବା ବେଳେ ଅପରାହ୍ନରେ ଗାଁ ର କିଛି ଲୋକ ଗାଧୋଇବା ପାଇଁ ଯାଇ ଲିଙ୍ଗରାଜ ପୋଖରୀ କୂଳରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଓ ଗାଁ ର କିଛି ଲୋକ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ମୃତ ଲିଙ୍ଗରାଜ ର ପତ୍ନୀ କୁମାରୀ ବେହେରା ଥାନା ରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨୧/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *