ୱାର୍ଡ ସଂସ୍ଥାର ମାନସିକସ୍ବାସ୍ଥ୍ୟ କର୍ମୀମାନଙ୍କୁ ତାଲିମ ପ୍ରଦାନ
ୱାର୍ଡ ସଂସ୍ଥାର ମାନସିକସ୍ବାସ୍ଥ୍ୟ କର୍ମୀମାନଙ୍କୁ ତାଲିମ ପ୍ରଦାନ ସେମିଳିଗୁଡା.ତାରିଖ ୨୭.୮.୨୦୨୫.ସେମିଳିଗୁଡାର ବରିଷ୍ଠ ରାଜ୍ଯ ସ୍ତରୀୟ ତାଲିମଦାତ୍ରୀ ସ୍ନିଗ୍ଧାରାଣୀ ମିଶ୍ର ୱାର୍ଡ ସଂସ୍ଥା ତରଫରୁ ଆୟୋଜିତ ଗୋଷ୍ଠୀ ଭିତ୍ତିକ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ନାରାୟଣ ପାଟଣାଠାରେ ଯୋଗଦେଇ ଗୋଷ୍ଠୀ ପ୍ରବର୍ତ୍ତକ,କାଉନସେଲର,ଯତ୍ନକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ…
