ମଦ୍ୟପ ଯୁବକଙ୍କ ଉନ୍ମୋତକାଣ୍ଡ, ବସକୁ ଅଟକାଇ କରିଲେ ଗଣ୍ଡୋଗଳ, ଯାତ୍ରୀ ହନ୍ତସନ୍ତ
ମଦ୍ୟପ ଯୁବକଙ୍କ ଉନ୍ମୋତକାଣ୍ଡ, ବସକୁ ଅଟକାଇ କରିଲେ ଗଣ୍ଡୋଗଳ, ଯାତ୍ରୀ ହନ୍ତସନ୍ତ ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମ ନିକଟରେ ଜଣେ ମଦ୍ୟପ ଯୁବକ ସରକାରୀ ବସ୍ କୁ ଦୁଇ ଦୁଇ ଥର ଅଟକାଇ ଗଣ୍ଡୋଗଳ କରିଥିବାର…
