ନଭେମ୍ବର-ଡିସେମ୍ବରରେ ଓଡିଶା ଗସ୍ତରେ ରାହୁଲ ଗାନ୍ଧୀ, ହେବ ବିଶାଳ କାର୍ଯ୍ୟକ୍ରମନଭେମ୍ବର-ଡିସେମ୍ବରରେ ଓଡିଶା ଗସ୍ତରେ ରାହୁଲ ଗାନ୍ଧୀ, ହେବ ବିଶାଳ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ଗସ୍ତ କରିବେ। ଏହି ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଡ଼ କାର୍ଯ୍ୟକ୍ରମ ହେବାକୁ ଯାଉଛି।

କାର୍ଯ୍ୟକ୍ରମରେ ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହେବ। ରାହୁଲ ଗାନ୍ଧୀ ଏହି ସମୟରେ ରୋଡ଼ ସୋ କରିବେ ଏବଂ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିବେ।

ଏହାସହିତ, ବିଭିନ୍ନ ଜିଲ୍ଲାରେ ତାଙ୍କର ସଭା ଓ ସାମ୍ମିଳନୀ ଆୟୋଜିତ ହେବ। ଏହି ସୂଚନା ଦେଇଛନ୍ତି ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ।

By admin

Leave a Reply

Your email address will not be published. Required fields are marked *