କୋରାପୁଟ, ବୈପାରିଗୁଡା, ଅଭିଯୋଗ ଶୁଣାଣି ଶିବିର, କୋରାପୁଟ ଜିଲ୍ଲାପାଳ, କୋରାପୁଟ SP, ଗୁପ୍ତେଶ୍ୱର ମନ୍ଦିର, Odisha News, Koraput Developmentକୋରାପୁଟ, ବୈପାରିଗୁଡା, ଅଭିଯୋଗ ଶୁଣାଣି ଶିବିର, କୋରାପୁଟ ଜିଲ୍ଲାପାଳ, କୋରାପୁଟ SP, ଗୁପ୍ତେଶ୍ୱର ମନ୍ଦିର, Odisha News, Koraput Development

କୋରାପୁଟର ବୈପାରିଗୁଡାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର, ଜିଲ୍ଲାପାଳଙ୍କ ଗୁପ୍ତେଶ୍ୱର ପରିଦର୍ଶନ

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ, ଗୁପ୍ତେଶ୍ୱର ମନ୍ଦିରରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା

:କୋରାପୁଟ: ଆଜି କୋରାପୁଟ ଜିଲ୍ଲାର ବୈପାରିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ (SP) ସହିତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ଓ ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କରେ ଶୁଣାଣି କରିଥିଲେ।ଶିବିର ପରେ କୋରାପୁଟ ଜିଲ୍ଲାପାଳ ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

By admin

Leave a Reply

Your email address will not be published. Required fields are marked *