ଗଜପତି ଜିଲ୍ଲାର ପ୍ରଗତି ମହିଳା ସଙ୍ଗଠନ ଜିଲ୍ଲା ସମ୍ପାଦିକା ତନୁଜା ଶତପଥୀ ଜିଲ୍ଲା କର୍ଡିନେଟର ଭାବେ ନିଯୁକ୍ତ ।ଗଜପତି ଜିଲ୍ଲାର ପ୍ରଗତି ମହିଳା ସଙ୍ଗଠନ ଜିଲ୍ଲା ସମ୍ପାଦିକା ତନୁଜା ଶତପଥୀ ଜିଲ୍ଲା କର୍ଡିନେଟର ଭାବେ ନିଯୁକ୍ତ ।

ଗଜପତି ଜିଲ୍ଲାର ପ୍ରଗତି ମହିଳା ସଙ୍ଗଠନ ଜିଲ୍ଲା ସମ୍ପାଦିକା ତନୁଜା ଶତପଥୀ ଜିଲ୍ଲା କର୍ଡିନେଟର ଭାବେ ନିଯୁକ୍ତ । ଗଜପତି:୨୩/୮(ମନୋଜ ପାଢୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଏକ ଅଗ୍ରଣୀ ମହିଳା ସଂଗଠନ ପ୍ରଗତି ମହିଳା ସଙ୍ଗଠନ ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀଙ୍କୁ ଏସ କେ ପି ବିଶ୍ଵ ହ୍ୟୁମାନ ରାଇଟସର ଧାର୍ମିକ ଓ ସାଂସ୍କୃତିକ କର୍ମୀ ସଂଘ ର ଗଜପତି ଜିଲ୍ଲା କର୍ଡିନେଟ ର ଭାବେ ନିଯୁକ୍ତ ପାଇଥିବା ଜଣା ପଡ଼ିଛି ତାଙ୍କର ଏହି ନିଯୁକ୍ତିକୁ ନେଇ ବିଭିନ୍ନ ମହଲରେ ସ୍ବାଗତ ର ସୁଅ ଛୁଟିଛି l

By admin

Leave a Reply

Your email address will not be published. Required fields are marked *