ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ରାୟ: ଦୁଇ ପୂର୍ବତନ ରାଜସ୍ବ ଅଧିକାରୀଙ୍କୁ କାରାଦଣ୍ଡସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ରାୟ: ଦୁଇ ପୂର୍ବତନ ରାଜସ୍ବ ଅଧିକାରୀଙ୍କୁ କାରାଦଣ୍ଡ

ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ରାୟ: ଦୁଇ ପୂର୍ବତନ ରାଜସ୍ବ ଅଧିକାରୀଙ୍କୁ କାରାଦଣ୍ଡ

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ (ଭିଜିଲାନ୍ସ କୋର୍ଟ) ଗୁରୁଣ୍ଡିଆ ବ୍ଲକର ସୋଲ ରାଜସ୍ବ ମଣ୍ଡଳର ପୂର୍ବତନ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ମିଶ୍ର ଓ ତତ୍କାଳୀନ ସହକାରୀ ରାଜସ୍ବ ନିରୀକ୍ଷକ ଶିଶିର କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛି।ଅଦାଲତ ତାଙ୍କୁ ୪ ବର୍ଷ କାରାଦଣ୍ଡ ଓ ୧୦,୦୦୦ ଟଙ୍କା ଜରିମାନା ଦେଇଛି। ଜରିମାନା ଅନାଦାୟ କରିଲେ, ଆହୁରି ୪ ମାସରେ କାରାଦଣ୍ଡ ବୃଦ୍ଧି କରାଯିବ ବୋଲି ରାୟରେ ଉଲ୍ଲେଖ ହୋଇଛି।

By admin

One thought on “ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ରାୟ: ଦୁଇ ପୂର୍ବତନ ରାଜସ୍ବ ଅଧିକାରୀଙ୍କୁ କାରାଦଣ୍ଡ”
  1. Your blog has become an indispensable resource for me. I’m always excited to see what new insights you have to offer. Thank you for consistently delivering top-notch content!

Leave a Reply

Your email address will not be published. Required fields are marked *