ନିୟତି ସ୍କୁଲରେ ୭୯ ତମ ସ୍ବାଧିନତା ଦିବସ ପାଳିତ
ଗଜପତି(ମନୋଜ ପାଢୀ) : – ମାନସିକ ଅନାଗ୍ରସ ନିୟତି ସ୍କୁଲରେ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି, ନିୟତି ସ୍କୁଲ୍ ଅଧକ୍ଷା ସ୍ୱେହଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଡାଇଟର ଅଧକ୍ଷ ଡାକ୍ତର ମୁର୍ମୁ ପତ୍ତକା ଉତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିଥିଲେ ଓ ଦେଶର ସହିଦ ଯବାନ ମାନଙ୍କୁ ମନେ ପକାଇଥିଲେ, ଏବଂ ବର୍ତ୍ତମାନର ଯବାନ ମାନଙ୍କୁ ସେଲୁଟେ ଜଣାଇଥିଲେ, ସମ୍ପାଦିକା ତନୁଜା ଶତପଥୀ,, ଲୋକନାଥ ମିଶ୍ର , କାର୍ଯ୍ୟକାରୀ ସଭାପତି ଶ୍ରୀ ହରୀମୋହନପଟ୍ଟନାୟକ ସଞ୍ଜୟ ମଲ୍ଲିକ , ମଖିଲିଙ୍ଗ ଗଡ଼ିକାକା ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ ,ଦେଶ ପାଇଁ ଆଜିର ଯୁବ ସମାଜ ଆଗେଇବା ଦରକାର ବୋଲି କହିଥିଲେ । ବିନୋଦିନୀ ବିଜ୍ଞାନ ମହା ବିଦ୍ୟାଳୟର ଅଧକ୍ଷ ମୋନଜ ପଟ୍ଟନାୟକଙ୍କ ପରିଚାଳନାରେ ମହାବିଦ୍ୟାଳୟର ଛାତ୍ରୀ ମାନେ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ ।
