ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ

ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର: ଆରଏସଏସ ମୁଖ୍ୟ ମୋହନ ଭାଗବତ ତିନିଦିନିଆ ଗସ୍ତରେ ଆସନ୍ତାକାଲି ଓଡ଼ିଶା ପହଞ୍ଚିବେ। ସେ ପ୍ରଥମେ ଭୁବନେଶ୍ବରରେ ପହଞ୍ଚି, ପରେ କଟକ ଓ ଭୁବନେଶ୍ବରରେ ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ।ଗସ୍ତ ସମୟରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହି ଗସ୍ତକୁ ନେଇ ଆରଏସଏସ କାର୍ୟକର୍ତ୍ତାମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି।

Leave a Reply

Your email address will not be published. Required fields are marked *