ଟିକିରି ଥାନା ରାଜ୍ୟସ୍ତରୀୟ ପ୍ରଦର୍ଶନରେ ଷଷ୍ଠ ସ୍ଥାନରେ

ଟିକିରି ଥାନା ରାଜ୍ୟସ୍ତରୀୟ ପ୍ରଦର୍ଶନରେ ଷଷ୍ଠ ସ୍ଥାନରେ
ଟିକିରି, ୧୧ ସେପ୍ଟେମ୍ବର ୨୦୨୫ (ପ୍ରଫୁଲ୍ଲ କୁମାର ବେହେରା) – ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ଥାନା, ରାଜ୍ୟରେ ହୋଇଥିବା ବିଭାଗୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଷଷ୍ଠ ସ୍ଥାନ ଅଜ୍ଞାପ୍ତ କରିଛି। ଥାନା ଅଧିକାରୀ ବିଶ୍ବ ବନ୍ଦିନୀ ବାଗ୍ଙ୍କ ନେତୃତ୍ୱରେ, ମାମଲାର ତଦନ୍ତ, ଅପରାଧ ନିୟନ୍ତ୍ରଣ, ଓ ପୋଲିସଙ୍କ ବ୍ୟବହାର ଯଥାବିଧି ମାପଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ କରାଯାଇଥିଲା।

Leave a Reply

Your email address will not be published. Required fields are marked *