୨୦୦ ଓ ୧୦୦ ମିଟର ଫାଇନାଲରେ ଓଡ଼ିଶାର ଅନିମେଶ, ଲାଲୁ ଓ ଶ୍ରାବଣୀ
ଭୁବନେଶ୍ୱର: ଚାଲିଥିବା କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶାର ଅନିମେଶ କୁଜୁର ଓ ଲାଲୁ ପ୍ରସାଦ ଭୋଇ ୨୦୦ ଓ ୧୦୦ ମିଟର ଫାଇନାଲରେ ପ୍ରବେଶ କରିଛନ୍ତି।ମହିଳା ବିଭାଗରେ, ଶ୍ରାବଣୀ ନନ୍ଦ ୧୦୦ ମିଟର ଫାଇନାଲରେ ସ୍ଥାନ ପାଇଛନ୍ତି।ଫାଇନାଲ ରାଉଣ୍ଡ ଅପରାହ୍ନରେ ଆୟୋଜିତ ହେବ।



