କଂଗ୍ରେସ ନୂତନ ଜିଲ୍ଲାପାଳ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପାରଳାଖେମୁଣ୍ଡି ନଗର କଂଗ୍ରେସ ତରଫରୁ 7 ଦଫା ଦାବି ପତ୍ର ପ୍ରଦାନ । ଗଜପତି(ମନୋଜ ପାଢୀ) ଗଜପତିର ନୂତନ ଜିଲ୍ଲାପାଳ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପାରଳାଖେମୁଣ୍ଡି ନଗର କଂଗ୍ରେସ ତରଫରୁ 7 ଦଫା ଦାବି ପତ୍ର ପ୍ରଦାନ କରାଗଲା ମୁଖ୍ୟ ଦାବି ଗୁଡିକ ହେଲା ବାଇପାସ ରୋଡ଼, ସହର ର ମୁଖ୍ୟ ରାସ୍ତା ପ୍ରଶସ୍ତି କରଣ, ଜିଲ୍ଲା ମୁଖ୍ୟ ଚିକିଛାଳୟ ର ଅବ୍ୟବସ୍ଥା, ସାଗର ଗୁଡିକ ର ପୁନଃରୁଦ୍ଧାର, ରାମ ସାଗର ର ଦୁର୍ନୀତି, ଶିକ୍ଷା ବିଭାଗ ର ମନମୁଖୀ କାର୍ଯ୍ୟକଳାପ ବିଷୟରେ ଦାବି ପତ୍ର ଦିଆ ଗଲା ଗଜପତି ର ନୂତନ ଜିଲ୍ଲାପାଳ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପାରଳାଖେମୁଣ୍ଡି ନଗର କଂଗ୍ରେସ ତରଫରୁ 7 ଦଫା ଦାବି ପତ୍ର ପ୍ରଦାନ କରାଗଲା ମୁଖ୍ୟ ଦାବି ଗୁଡିକ ହେଲା ବାଇପାସ ରୋଡ଼, ସହର ର ମୁଖ୍ୟ ରାସ୍ତା ପ୍ରଶସ୍ତି କରଣ, ଜିଲ୍ଲା ମୁଖ୍ୟ ଚିକିଛାଳୟ ର ଅବ୍ୟବସ୍ଥା, ସାଗର ଗୁଡିକ ର ପୁନଃରୁଦ୍ଧାର, ରାମ ସାଗର ର ଦୁର୍ନୀତି, ଶିକ୍ଷା ବିଭାଗ ର ମନମୁଖୀ କାର୍ଯ୍ୟକଳାପ ବିଷୟରେ ଦାବି ପତ୍ର ଦିଆ ଗଲା ।
