ଦିଲ୍ଲୀରେ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀଙ୍କ ସହ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଲ୍ଲୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀରେ କେନ୍ଦ୍ର ଭାରୀ ଶିଳ୍ପ, ସାର୍ବଜନୀନ ଉଦ୍ୟୋଗ ଓ ଇସ୍ପାତ ମନ୍ତ୍ରୀ ଏବଂ ଜେଡିଏସ୍ ନେତା ଶ୍ରୀ ଏଚ୍.ଡି. କୁମାରସ୍ୱାମୀଙ୍କ ସହ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତକାରରେ ଓଡ଼ିଶାର ଶିଳ୍ପ ଓ ଇସ୍ପାତ ଖେତ୍ରର ବିକାଶ, ନୂଆ ରୂପରେ ଉଦ୍ୟୋଗ ନିମାଣ, କେନ୍ଦ୍ର ସରକାରଙ୍କ ସହଯୋଗରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଅବସର ସୃଷ୍ଟି ନେଇ ଚର୍ଚ୍ଚା ହୋଇଥିବା ବିଲୋମ୍ବିତ ସୂତ୍ର ରୁ ଜଣାପଡ଼ିଛି।ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ରାଜ୍ୟ ପାଇଁ ଅଧିକ ଶିଳ୍ପ ନିବେଶ ଆଣିବା ଉଦ୍ୟମରେ ସହଯୋଗ ଦାବି କରିଛନ୍ତି। ଶ୍ରୀ କୁମାରସ୍ୱାମୀ ଓଡ଼ିଶାକୁ ଆବଶ୍ୟକ ସମର୍ଥନ ଦେବା ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂଚନା ମିଳିଛି।
ଉଦ୍ଦେଶ୍ୟ: ରାଜ୍ୟର ଅର୍ଥନୈତିକ ଉନ୍ନତି, ଯୁବଶକ୍ତି ପାଇଁ ଚାକିରି ସୃଷ୍ଟି, ଏବଂ ନୂଆ ଶିଳ୍ପ ଦ୍ୱାରା ଓଡ଼ିଶାକୁ ଆଗକୁ ନେବା।

