ସ୍ତ୍ରୀ ନିଖୋଜ ଥିବା ନେଇ ଥାନ ରେ ଅଭିଯୋଗ କଲେ ସ୍ବାମୀ l

ସ୍ତ୍ରୀ ନିଖୋଜ ଥିବା ନେଇ ଥାନ ରେ ଅଭିଯୋଗ କଲେ ସ୍ବାମୀ l

ଆର,ଉଦୟଗିରି (ମନୋଜ ପାଢୀସ୍ତ୍ରୀ ନିଖୋଜ ଥିବା ନେଇ ଥାନ ରେ ଅଭିଯୋଗ କରିଛନ୍ତି ସ୍ବାମୀ l ଏଭଳି ଖବର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା. ଉଦୟଗିରି ଥାନ ଟାଣ୍ଡ୍ରାଙ୍ଗ ଗ୍ରାମ ର ନିକଲାସା ରୋଇତ l ସୂଚନା ପ୍ରକାରେ ନିକଲାସା ସକାଳେ ଚାଷ କାମ କରିବା ପାଇଁ ନିଜ ଜମି କୁ ଯାଇଥିଲେ l ଚାଷ କାମ ସାରି ଘରକୁ ଫେରିଥିଲେ l ଘରେ ତାଙ୍କ ସ୍ତ୍ରୀ ନ ଥିବା ଦେଖିବାକୁ ପାଇଥିଲେ l ସାହି ପଢ଼ିସା ଓ ନିଜ ସମ୍ପକୀୟ ମାନଙ୍କ ପାଖକୁ ଯାଇ ଖୋଜା ଖୋଜି କଲେ l କିନ୍ତୁ ପାଇନଥିଲେ l ଶେଷରେ ବାଧ୍ୟ ହୋଇ ଥାନ ର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି l ସ୍ତ୍ରୀ ନ ଥିବାରୁ ପିଲା ମାନେ ମା କୁ ଖଜୁଛନ୍ତି l ତାଙ୍କର ଦୁଇଟି ସନ୍ତାନ ଥିବା କହିଛନ୍ତି l ସେ ପ୍ରଶାସନ କୁ ଗୁହାରି କରିଛନ୍ତି ଜଲଦି ମୋ ସ୍ତ୍ରୀ ମୋ ପାଖକୁ ଆଣିଦେବା ପାଇଁ କହିଛନ୍ତି l

Leave a Reply

Your email address will not be published. Required fields are marked *