ଯାନିଗୁଡ଼ା ରାସ୍ତା ପାଲଟିଛି ମରଣଯନ୍ତା ।

ଗଜପତି (ମନୋଜ ପାଢୀ) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ଯାନିଗୁଡ଼ା ଗ୍ରାମର ଯାନିଗୁଡ଼ା ମୁଖ୍ୟ ରାସ୍ତା ସଚନୀୟ ଅବସ୍ଥା ରେ ଅନେକ ବର୍ଷ ହେଲା ରହି ଅଛି ଆର ଡୀ ରାସ୍ତା ଠାରୁ ଯାନିଗୁଡ଼ା ଗ୍ରାମକୁ ଯିବା ରାସ୍ତା ମାତ୍ର 3 km କିନ୍ତୁ ମାଟି ରାସ୍ତା ହୋଇଥିବା ହେତୁ ବର୍ଷା ଦିନ ରେ ଟିକିଏ ବର୍ଷା ହେଲେ ରାସ୍ତା ରେ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି ଖାଲ ଜମା ହୋଇଥିବା ହେତୁ ମୋଟର ସାଇକେଲ ରେ ବି ଯିବା ଆସିବା କଷ୍ଟକର ହୋଇପଡିଛି. ଯାନିଗୁଡ଼ା ଗ୍ରାମବାସି ଏ ବିଷୟ ନେଇ ପାରଳା ବିଧାୟକ ଇଁ. ରୁପେଶ କୁମାର ପାଣିଗ୍ରାହୀ ଙ୍କୁ ଦରଖାସ୍ତ ମାଧ୍ୟମରେ ନିଜ ଗାଁ ର ସମସ୍ୟା ଜଣାଇଲେ ମୁଖ୍ୟତ ଗାଁ ରାସ୍ତା ଏବଂ ନେଟୱର୍କ ଟାୱାର ଅଛି ସତ କିନ୍ତୁ ନେଟୱର୍କ ରହୁନି ଗ୍ରାମ ବାସି ଏ ବିଷୟରେ ବିଧାୟକ ଙ୍କୁ ଜଣାଇବା ପରେ ଇଁ. ରୁପେଶ କୁମାର ପାଣିଗ୍ରାହୀ ଯାନିଗୁଡ଼ା ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇ କହିଲେ ଯଥାଶୀଘ୍ର ଏ ହିଁ ଗ୍ରାମ ପାଇଁ ରାସ୍ତା ଟିଏ ହବ ବଳୀ ପ୍ରତିଶୃତି ଦେଇକହିଲେ. ୱର୍ଡ ମେମ୍ବର ଯବୁଲ, ଲୁକ, ଯିରିମିୟ, ଅନେକ ଗ୍ରାମ ବାସି ଯାଇ ବିଧାୟକ ଙ୍କୁ ଦରଖାସ୍ତ ଦେଇଥିଲେ ।

By admin

Leave a Reply

Your email address will not be published. Required fields are marked *