ଦୁର୍ଘଟଣାରେ ୧୪ ଜଣ ଯବାନ ଆହତ

ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତଟ୍ରଲର ପଛରେ ଜୋରଦାର ଧକ୍କା ଦେଲା ଟ୍ରାଭେଲର ।ଦୁର୍ଘଟଣାରେ ୧୪ ଜଣ ଯବାନ ଆହତଏଥିରୁ ୭ ଯବାନ ଗୁରୁତର ଅବସ୍ଥାରେଅନ୍ୟ ୭ ଯବାନ ସାଧାରଣ ଆହତଦୁର୍ଘଟଣା ପରେ ଆହତ ଯବାନମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି ।ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *