ପୁରୀ ରଥଯାତ୍ରା ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଉନ୍ନୟନ କମିସନର ରିପୋର୍ଟ ଦାଖଲ

ଭୁବନେଶ୍ୱର: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ ଆଜି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଗଲା। ଉନ୍ନୟନ କମିସନର ଅନୁ ଗର୍ଗ ଏହି ଘଟଣାର ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟି ଦାଖଲ କରିଛନ୍ତି।ତଦନ୍ତ ରିପୋର୍ଟ ମିଳିବା ପରେ ସରକାର ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିବା, ସେନେଇ ଚିନ୍ତା-ବିମର୍ଶ କରିବ।

Leave a Reply

Your email address will not be published. Required fields are marked *