ପାରଳା ବିଧାୟକ ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା କଲେ।

ଆର,ଉଦୟଗିରି (ମନୋଜ ପାଢୀ )- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୁଖ୍ୟସ୍ଥଳ ନୂଆ ବସ୍ ଷ୍ଟାଣ୍ଡ ନିକଟ ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଥିଲେ।୭୦ ଲକ୍ଷ୍ୟ ଟଙ୍କା ଅଟକଳରେ ନିର୍ମିତ ଏହି ବନ୍ଧର ନିର୍ମାଣ କାର୍ଯ୍ୟକୁ ଗୁଣାତ୍ମକ କରିବାକୁ ପରାମର୍ଶ ଦେଇଥିଲେ। ବନ୍ଧର ଚାରିପଟେ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେବାକୁ କହିଥିଲେ। ସାରା ସହର ରେ ଚର୍ଚ୍ଚା ରେ ଥିବା ଏହି ସଂକୁରି ବନ୍ଦ ର ଚାରିପାଶ୍ଵ ସ୍ଵନ୍ଦର୍ଯ୍ୟ କାରଣ କରିବା ସହ ଲାଗିରହିଥିବା ନାଳ ଟି ମଜଭୁତ ଭାବେ କରିବାକୁ ବିଧାୟକ କୋହିଥିଲେ । ଏହି ବନ୍ଦ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ଜଣାପଡିଛି ।

By admin

Leave a Reply

Your email address will not be published. Required fields are marked *