ଝାନ୍ସୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ଋଣ କିସ୍ତି ନ ଦେବାରୁ ଜଣେ ମହିଳାଙ୍କୁ ବ୍ୟାଙ୍କରେ ବନ୍ଧକ ରଖିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ମୁକ୍ତ କରିଲା।

Vasundhara Information and Media Group