ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରିଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କଣିରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଏବଂ ବାଉଁଶ ବଲ୍ଲା ପୋତାଯାଇ ମରାମତି ଚାଲିଛି।

ଦଶରଥପୁର: ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ବୈତରିଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କଣିରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି।

ଦଶରଥପୁର ବ୍ଲକ ବୈତରିଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା ନଦୀ କଣିରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି।କସପା ପଞ୍ଚାୟତର ପଞ୍ଚପଡା ଏବଂ ହାଜିସାହି ଠାରେ ୪ଟି ସ୍ଥାନରେ ବନ୍ଧ ଧସିବା, ବନ୍ୟା ଜଳ ନଦୀ ବନ୍ଧ ବୁଡ଼ି ଗାଁକୁ ପ୍ରବେଶ କରିବା ସହିତ ଘାଳିଆ ସୃଷ୍ଟି ହୋଇଛି। ବ୍ରହ୍ମଚାରୀପାଟଣା ଠାରେ ଘଳିଆ ପଡି ଗାଁ ଭିତରେ ପାଣି ପ୍ରବେଶ କରୁଛି। ଅନ୍ୟ ପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଏବଂ ବାଉଁଶ ବଲ୍ଲା ପୋତାଯାଇ ମରାମତି ଚାଲିଛି।କସପା ପଞ୍ଚାୟତର ପଞ୍ଚପଡା ଏବଂ ହାଜିସାହି ଠାରେ ୪ଟି ସ୍ଥାନରେ ବନ୍ଧ ଧସିବା, ବନ୍ୟା ଜଳ ନଦୀ ବନ୍ଧ ବୁଡ଼ି ଗାଁକୁ ପ୍ରବେଶ କରିବା ସହିତ ଘାଳିଆ ସୃଷ୍ଟି ହୋଇଛି। ବ୍ରହ୍ମଚାରୀପାଟଣା ଠାରେ ଘଳିଆ ପଡି ଗାଁ ଭିତରେ ପାଣି ପ୍ରବେଶ କରୁଛି। ଅନ୍ୟ ପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଏବଂ ବାଉଁଶ ବଲ୍ଲା ପୋତାଯାଇ ମରାମତି ଚାଲିଛି।

By admin

Leave a Reply

Your email address will not be published. Required fields are marked *