କ୍ରାନ୍ତିପଡା ର ନଳକୂଅ ଦୀର୍ଘ ଦିନ ହେଲା ଅଚଳ ଫଳରେ ପାନୀୟଜଳର ଅସୁବିଧା ମରାମତି ପାଇଁ ଦାବୀ।

କ୍ରାନ୍ତିପଡା ର ନଳକୂଅ ଦୀର୍ଘ ଦିନ ହେଲା ଅଚଳ ଫଳରେ ପାନୀୟଜଳର ଅସୁବିଧା ମରାମତି ପାଇଁ ଦାବୀ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ କ୍ରାନ୍ତିପଡା ଠାରେ ଦୀର୍ଘ ଦିନ ହେଲା ନଳକୂଅ ଅଚଳାବସ୍ଥା ପଡିରହିଛି ଫଳରେ ପାନୀୟଜଳର ଅସୁବିଧା ପରିଲକ୍ଷିତ ହେଉଛି। ଯାହା ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନାହିଁ,ପଡାବାସୀ ଦାବି କରି ଆସୁଛନ୍ତି । ବରଗଡ ଜିଲ୍ଲା ଆରଡବ୍ଲୁ ଏସଏସ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ପାନୀୟଜଳର ସୁବ୍ଯବସ୍ଥା କରିବାକୁ କ୍ରାନ୍ତିପଡା ଦାବୀ କରୁଛନ୍ତି।

Leave a Reply

Your email address will not be published. Required fields are marked *