ବୃଦ୍ଧଙ୍କ ଆତ୍ମହତ୍ୟା।

ପାଟପୁର ଥାନା ଅନ୍ତର୍ଗତ ବଡିଆଓସ୍ତା ଗ୍ରାମର ପିତବାସ ଆଚାର୍ଯ୍ୟ ନାମକ ଜଣେ ବୃଦ୍ଧ ବ୍ୟକ୍ତି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ନିଜ ପୁଅ କୁ ଏକ ଆତ୍ମହତ୍ୟା ଚିଠି ଲେଖି ଜଣାଇଛନ୍ତି ଯେ ମୋର ବଞ୍ଚିବାକୁ ଇଚ୍ଛା ନାହିଁ। ମୋର ବିୟୋଗ ପରେ ବୋଉ ର ଜାଗ୍ରତ ନେବୁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *