ଗଜପତି:୧୭/୭(ମନୋଜ ପାଢୀ ): ରାଜବାଟି ନିକଟରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ୱର୍ଗତା ସୌମ୍ୟାଶ୍ରୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାରଳାଖେମୁଣ୍ଡି ସହରର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ମହିଳାମାନେ ଏଥିରେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଗତିର ସଭାପତି କଳ୍ପନା ପଟ୍ଟନାୟକ ସମ୍ପାଦିକା ତନୁଜା ଶତପଥୀ, ଉପ ସଭାପତି ଲୋକନାଥ ମିଶ୍ର, ଇତିଶ୍ରୀ ମହାପାତ୍ର, ଡ.ଭାରତୀ ପାଣିଗ୍ରାହୀ, ମାନସୀ ପଣ୍ଡା, ପ୍ରଫୁଲ୍ଲ ବେବର୍ତ୍ତା, ଇପ୍ସିତା ପାଢୀ, ଡାକ୍ତର ମୁର୍ମୁ, ବିଚିତ୍ରାନନ୍ଦ ବେବର୍ତ୍ତା, ହରିମୋହନ ପଟ୍ଟନାୟକ, ରବିନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
Related Posts
Odisha Launches Marine Biotechnology Research & Innovation Corridor to Boost Blue Economy
Odisha Launches Marine Biotechnology Research & Innovation Corridor to Boost Blue Economy Bhubaneswar: In a major step towards harnessing the…
ଟାମ୍ପରସରାରେ ଡାକଘର ଯୋଜନା ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।
ଟାମ୍ପରସରାରେ ଡାକଘର ଯୋଜନା ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ସମ୍ବଲପୁର ମୁଖ୍ୟଡାକଘର ଅଧିନସ୍ଥ ଟାମ୍ପରସରା ଡାକଘର ଅଧିନରେ ବହୁମୁଖୀ ଡାକସେବା…
ନଦୀରେ ଖସିପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି ଓ ୪ ଜଣ ଆହତ ହୋଇଛନ୍ତି !
ପିଥୋରାଗଡ଼ : ଉତ୍ତରାଖଣ୍ଡର ପିଥୋରାଗଡ଼ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସଂଧ୍ୟା ୫ଟା ସମୟରେ ୧୩ ଜଣ ଲୋକଙ୍କ ନେଇ ଯାଉଥିବା ଏକ ଗାଡ଼ି…