ଜିତୁ ବେହେରା ହେଲେ ବ୍ରହ୍ମପୁର ସାଂସଦ ଙ୍କ ମୋହନା ବ୍ଲକ ପ୍ରତିନିଧି ।

ଜିତୁ ବେହେରା ହେଲେ ବ୍ରହ୍ମପୁର ସାଂସଦ ଙ୍କ ମୋହନା ବ୍ଲକ ପ୍ରତିନିଧି । ଆର,ଉଦୟଗିରି(ମନୋଜ ପାଢୀ/ ୧୫/୭/୨୦୨୫ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ବ୍ରହ୍ମପୁର ସାଂସଦ ଡାକ୍ତର ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ମୋହନା ବ୍ଲକ ପ୍ରତିନିଧି ଭାବେ ମୋହନା ଗ୍ରାମର ଜିତୁ ବେହେରା ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ସାଂସଦ ଡ. ପାଣିଗ୍ରାହୀ ଚିଠି ମାଧ୍ୟମରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ନିଯୁକ୍ତି ପତ୍ର ପ୍ରେରଣ କରିଛନ୍ତି। ଶ୍ରୀ ବେହେରା ସାଂସଦ ଙ୍କ ପ୍ରତିନିଧି ରୂପେ ନିଯୁକ୍ତି ପରେ ମୋହନା ବ୍ଲକ ଅଞ୍ଚଳରେ ସାଂସଦ ଙ୍କ ଅନୁପସ୍ଥିତିରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସୁଚାରୁ ରୂପେ ସମ୍ପାଦନ ହୋଇପାରିବ ବୋଲି ଅଞ୍ଚଳ ବାସୀ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *