ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ।

ଅଶାନ୍ତ ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଗଳିତ ଶବ ଉଦ୍ଧାର କରିଛନ୍ତି ବୈଦ୍ୟନାଥ ପୁର ଥାନା ପୋଲିସ୍। ରେଶମ ନଗରୀ ବ୍ରହ୍ମପୁର ସହରର ବଡଡାକ୍ତରଖାନା ପରିସର ଖେଳ ପଡିଆ ନିଜ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛନ୍ତି। ଉଦ୍ଧାର ଶବ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ବେଳେ ତାର ହାତ ଗୋଡ କରିଥିବା ଯୋଗୁଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *