ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ ।

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ ।

ଗଜପତି:୧୪/୭ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।ମନ୍ଦିର ନିର୍ମାଣ ପାଇଁ ବହୁ ଭକ୍ତ ବିଭିନ୍ନ ଭାବେ ନିଜ ନିଜକୁ ସାମିଲ କରି ଚାଲିଛନ୍ତି । ପାରଳାଖେମୁଣ୍ଡି ସହରର ପ୍ରଶାନ୍ତ ପଟ୍ଟନାୟକ ଓ ପଦ୍ମିନୀ ପଟ୍ଟନାୟକ ମନ୍ଦିର ନିର୍ମାଣ ପାଇଁ 1, 50,101 (1 ଲକ୍ଷ 50 ହଜାର 101 ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହଭାଗୀ ହୋଇପାରିଛନ୍ତି । ମନ୍ଦିର ନିର୍ମାଣ କମିଟି ତରଫରୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ପ୍ରଶାନ୍ତ ଓ ପଦ୍ମିନୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *