ଏନ୍ ଏ ସି କାଉନସିଲର ଙ୍କ ଝୁଲନ୍ତା ଶବ ଉଦ୍ଧାର।

ଏନ୍ ଏ ସି କାଉନସିଲର ଙ୍କ ଝୁଲନ୍ତା ଶବ ଉଦ୍ଧାର।

ଗୋପାଳପୁର ୩ ନଂ ୱାର୍ଡ଼ କାଉନସିଲର ବି ଗୋପାଳକୃଷ୍ଣ ନିଜ ଦୋକାନ ଭିତରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ନିଜ ଦୁଇ ପୁଅ ପବନ ଓ ଭିକି ଦେଖି ପୋଲିସ କୁ ଖବର ଜଣାଇଥିଲେ। ପୋଲିସ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଥାଊକି କାଉନସିଲର ଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି।

Leave a Reply

Your email address will not be published. Required fields are marked *