ହୃଦଘାତ ରେ ସହକାରୀ ନିର୍ବାହୀ ଯନ୍ତ୍ରଙ୍କ ମୃତ୍ୟୁ ।

ଆର,ଉଦୟଗିରି (ମନୋଜ କୁମାର ପାଢୀ/୯/୭/୦୨୫/ – ହୃଦଘାତ ରେ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦିକନ୍ଦ ନାୟକଙ୍କ ମୃତ୍ୟୁ l ଛେଳିଗଡ ଜଳ ସେଚନ ପ୍ରକଳ୍ପ ଟନଲ-2 ର ସହକାରୀ ନିର୍ବାହୀ ଯନ୍ତ୍ରୀ ଥିଲେ ଆଦିକନ୍ଦ l ନିଜ ସରକାରୀ ବାସଭବନରେ ଥିବା ବେଳେ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ପରେ ତାଙ୍କୁ ଜଳ ସେଚନ ପ୍ରକଳ୍ପ କର୍ମଚାରୀ ମାନେ ଚନ୍ଦ୍ରଗିରି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ 108 ଆମ୍ବୁଲାନ୍ସ ଯୋଗେ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ l ସାରା ଭାରତ ବନ୍ଦ ପାଳନ ଯୋଗୁଁ ପହଞ୍ଚି ପାରିନାହାନ୍ତି ପରିବାର ଲୋକେ l

By admin

Leave a Reply

Your email address will not be published. Required fields are marked *