ପୋଲିସ ହାବୁଡରେ ଜୁଆ ଖେଳାଳି, ଛଅଜଣ ଗିରଫ ।
ଗଜପତି(ମନୋଜ ପାଢୀ/ ୬/୭/୦୨୫ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ, ଆଜି ଅର୍ଥାତ୍ ୦୬.୦୭.୨୫ ସନ୍ଧ୍ୟାରେ ଗଜପତି ଜିଲ୍ଲାର କାଶୀନଗର ପିଏସ୍ ସୀମା ଅନ୍ତର୍ଗତ କୋଣ୍ଡୁରୁ ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା ଏବଂ ମୋଟ ଛଅ ଜଣଙ୍କୁ ଗିରଫ କରାଯାଇଥିଲା, ନଗଦ _୧ ଲକ୍ଷ ୫ ହଜାର ଟଙ୍କା, ୦୫ ବାଇକ୍, ୦୫ ମୋବାଇଲ୍ ଫୋନ୍, ଆଠ ପ୍ୟାକେଟ ପ୍ଲେିଙ୍ଗ୍ ତାସ୍ ଜବତ କରାଯାଇଥିଲା।
